ସରିଲା ହାଇଦରର ଶବ ବ୍ୟବଚ୍ଛେଦ : ନିଜ ଗାଁ ରଣପଡ଼ା ଗଲା ମୃତଦେହ

ହାଇଦର ଘର ନିକଟରେ କଡ଼ା ସୁରକ୍ଷା ବ୍ୟବସ୍ଥା, ୨ ପ୍ଲାଟୁନ୍ ପୁଲିସ ମୁତୟନ ବାଲେଶ୍ୱର/କେନ୍ଦ୍ରାପଡ଼ା: ବାଲେଶ୍ୱରରେ ଗ୍ୟାଙ୍ଗଷ୍ଟର ହାଇଦରର ଶବ ବ୍ୟବଚ୍ଛେଦ ସରିଛି। ଶବ ବ୍ୟବଚ୍ଛେଦ ପରେ ହାଇରରର ମୃତଦେହକୁ କେନ୍ଦ୍ରାପଡ଼ା ସ୍ଥାନାନ୍ତରିତ କରାଯାଇଛି। ରଣପଡ଼ା ଗାଁକୁ ହାଇଦରର ମୃତଦେହ ଯାଇଛି। ଅନ୍ୟପଟରେ ଗ୍ୟାଙ୍ଗଷ୍ଟର ସେକ୍ ହାଇଦରର ମୃତଦେହ ରଣପଡ଼ା ଗାଁକୁ ପହଂଚିବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ହାଇଦର ଶନିବାର ଅପରାହ୍ନରେ ପୁଲିସ ଏନ୍‌କାଉଣ୍ଟରରେ ନିହତ … Continue reading ସରିଲା ହାଇଦରର ଶବ ବ୍ୟବଚ୍ଛେଦ : ନିଜ ଗାଁ ରଣପଡ଼ା ଗଲା ମୃତଦେହ